The Ultimate Managed Hosting Platform
ADVERTISEMENT

ରାଜଧାନୀରେ ବିଜେଡିର ଶୋଭାଯାତ୍ରା; ସାମିଲ୍ ହେଲେ ବହୁ ସଂଖ୍ୟାରେ ଯୁବଗୋଷ୍ଠି

Facebook
Twitter
LinkedIn

ଭୁବନେଶ୍ୱର: ରାଜ୍ୟରେ ଅହେତୁକ ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ ପ୍ରସଙ୍ଗ କରି ରାଜଧାନୀରେ ବିଜେଡି କରୁଛି ବାଇକ୍ ରାଲି । କେନ୍ଦ୍ର ବିରୋଧରେ ବିକ୍ଷୋଗ ପ୍ରଦର୍ଶନ କରି ଦଳର ଯୁବ, ଛାତ୍ର, ମହିଳା ଶାଖା ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଅୟୋଜନ ହୋଇଛି । ଏହି ଶୋଭାଯାତ୍ରା ବିଜେଡି ମୁଖ୍ୟ କାର୍ଯ୍ୟାଳୟରୁ ବାହାରିଛି । ଏଥି ସହିତ ଭୁବନେଶ୍ୱର ପାୱାର ହାଉସ୍ ଛକ ନିକଟରେ ବିଜୁ ଛାତ୍ର ଜନତା ଦଳ ତରଫରୁ ପେଟ୍ରୋଲ୍ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଗଣ ଧାରଣା ଦିଆଯାଉଛି । ଏହି ପ୍ରତିବାଦ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଯୁବଗୋଷ୍ଠି ସାମିଲ ହୋଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login