The Ultimate Managed Hosting Platform
ADVERTISEMENT

ଭୋଟ ପାଇଁ ଟଙ୍କା ବାଣ୍ଟିଲେ ବିଜେଡି ପ୍ରାର୍ଥୀ; ଭାଇରାଲ ହେଲା ଭିଡିଓ

Facebook
Twitter
LinkedIn

ଭଦ୍ରକ: ଭୋଟ ପାଇଁ ପ୍ରଚାର ବେଳେ ଟଙ୍କା ବାଣ୍ଟିଲେ ବିଜେଡି ପ୍ରାର୍ଥୀ । ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀମାନେ ଜୋରଦାର ପ୍ରଚାର ଚଳାଉଥିବା ବେଳେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ୧ ନମ୍ବର ଜୋନର ଜିଲ୍ଲା ପରିସଦ ପ୍ରାର୍ଥୀ ପ୍ରିନ୍ସ ରାକେଶ ନାୟକ ଓ ସରପଞ୍ଚ ପ୍ରାର୍ଥୀ ଅଭିମନ୍ୟୁ ଜେନା ଭୋଟ ପାଇଁ ପ୍ରଚାର ସମୟରେ ଜଣେ ବୃଦ୍ଧଙ୍କୁ କିଛି ଟଙ୍କା ଦେଇଥିଲେ । ଯାହାର ଭିଡିଓ ଏବେ ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଜିଲ୍ଲା ପରିସଦ ପ୍ରାର୍ଥୀ ରାକେଶ ନାୟକ ଅସ୍ୱିକାର କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆସନ୍ତାକାଲି ମହାକାଶ ଯିବେ ଶୁଭାଂଶୁ

ଆସନ୍ତାକାଲି ମହାକାଶ ଯିବେ ଶୁଭାଂଶୁ

ନୂଆଦିଲ୍ଲୀ : ଆସନ୍ତାକାଲି ଇଣ୍ଟର ନ୍ୟାସନାଲ ସ୍ପେସ ଷ୍ଟେସନକୁ ଯିବେ ଭାରତୀୟ ମହାକାଶଚାରୀ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା । ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କୁ ପୃଥିବୀକୁ ଆଣିଥିବା...

Login