The Ultimate Managed Hosting Platform
ADVERTISEMENT

Bihar Assembly Election ; ବିହାରରେ ଶେଷ ପର୍ଯ୍ୟାୟ ଭୋଟ, ଆସନ୍ତା ୧୪ରେ ପ୍ରକାଶ ପାଇବ ଫଳାଫଳ

Facebook
Twitter
LinkedIn

ବିହାର : ବିହାର ବିଧାନଶବା ନିର୍ବାଚନ ପାଇଁ ଆଜି ଶେଷ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇଛି । ୨୦ ଜିଲ୍ଲାର ୧୨୨ ସିଟରୋ ଲଢେଇ ହେଉଛି । ମଇଦାନରେ ୧୩୦୨ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି । ୪୫,୩୯୯ ବୁଥରେ ଭୋଟ ଦେବେ ୩ କୋଟି ୭୦ ଲକ୍ଷ ଭୋଟର । ଆସନ୍ତା ୧୪ ତାରିଖରେ ପ୍ରକାଶ ପାଇବ ଫଳାଫଳ । ମତଦାନକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ ପ୍ରାୟ ୪ ଲକ୍ଷ ସୁରକ୍ଷା କର୍ମୀ ମୁତୟନ ହୋଇଛ ନ୍ତି। ମତଦାନ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ଚାଲିବ ।
ତେବେ ସନ୍ଧ୍ୟା ୫ଟା ସୁଦ୍ଧା ଯେଉଁ ଭୋଟରମାନେ ଧାଡ଼ିରେ ଥିବେ ସେମାନଙ୍କୁ ମତଦାନ ପାଇଁ ଅନୁମତି ମିଳିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ଦ୍ୱିତୀୟ ପର୍ୟ୍ୟାୟରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀ, ରାଜ୍ୟର ଟାଣୁଆ କ୍ୟାବିନେଟ ମନ୍ତ୍ରୀ ଲେଶି ସିଂ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝିଙ୍କ ବୋହୂ ଦୀପା ମାଂଝି, ସ୍ୱାଧୀନ ଭାବେ ଲଢୁଥିବା ରିତୁ ଜୟସ୍ୱାଲ, ବିଜେପି ବିଧାୟିକା ତଥା ଅନ୍ତର୍ଜାତୀୟ ଶୁଟର ଶ୍ରେୟଶୀ ସିଂଙ୍କ ଭଳି ବହୁ ହାଇପ୍ରୋଫାଇଲ ନେତାଙ୍କ ଆସନ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login