The Ultimate Managed Hosting Platform
ADVERTISEMENT

ATM robbery attempt fails : ଏଟିଏମ ଲୁଟ ଉଦ୍ୟମ ବିଫଳ

Facebook
Twitter
LinkedIn

ଭୁବନେଶ୍ୱର : ଏଟିଏମ ଲୁଟ ଉଦ୍ୟମ ବେଳେ ବାଜିଲା ସାଇରନ ।ଅ୍ଧମ ମେସିନ ଛାଡି ପଳାଇଲେ ଦୁର୍ବୁତ୍ତ । ଭୁବନେଶ୍ୱର ଘାଟିକିଆ ଛକ ସ୍ଥିତ ଏକ ଏଟିଏମ କାଉଣ୍ଟରକୁ ଶାବଳରେ ତାଡୁଥିଲେ ଲୁଟେରା । ହଠାତ୍ ସାଇରନ ବାଜି ଉଠିବାରୁ ଘଟଣାସ୍ଥଳରୁ ଚମ୍ପଟ ମାରିଲେ । ପୋଲିସ ପହଞ୍ଚି ଏଟିଏମକୁ ସିଲ୍ କରିଛି । ଘଟଣା ସ୍ଥଳରୁ ସିସିଟିଭି ଫୁଟେଜ ସଂଗ୍ରହ ସହ ଲୁଟେରାକୁ ଚିହ୍ନଟ ପାଇଁ ତଦନ୍ତ ଚଳାଇଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login