The Ultimate Managed Hosting Platform
ADVERTISEMENT

ଏସିଆନ୍ ଚମ୍ପିଆନ୍ସ ଟ୍ରଫି ହକି; ସେମି ଫାଇନାଲରେ ଭାରତ- ଜାପାନ ମୁକାବିଲା

Facebook
Twitter
LinkedIn

ଢାକା: ଚଳିତ ଏସିଆନ୍ ଚମ୍ପିଆନ୍ସ ଟ୍ରଫି ହକିରେ ସେମି ଫାଇନାଲ୍ ଖେଳିବ ଭାରତ ସହିତ ଜାପାନ । ତେବେ ପ୍ରଥମ ସେମିରେ ସାଉଥ କୋରିଆ ସହିତ ପାକିସ୍ତାନ ଥିବା ବେଳେ, ଦ୍ୱିତୀୟରେ ଭାରତକୁ ଭେଟିବ ଜାପାନ । ଏଥିରେ ବିଜୟ ଧାରା ଜାରି ରଖିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ଫାଇନାଲରେ ସ୍ଥାନ ସଂଗ୍ରହ ପାଇଁ ଯୋରଦାର ପ୍ରସ୍ତୁତି କରିଥିବା ସୂଚନା ରହିଛି ।

ପୂର୍ବରୁ ଲିଗ୍ ପର୍ଯ୍ୟାୟରେ ବିଜୟ ଧାରା ଜାରି ରଖିଥିଲା ଟିମ୍ ଇଣ୍ଡିଆ । ଯାହାକି ସେଥିରେ ସମସ୍ତଙ୍କୁ ପଛରେ ପକାଇ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ତେଣୁ ପ୍ରଥମ ସ୍ଥାନର ଲିଗ୍ ପର୍ଯ୍ୟାୟ ସମାପ୍ତ କରିବା ପରେ ସେମି ଫାଇନାଲରେ ଜାପାନକୁ ଭେଟିବାକୁ ଯାଉଛି । ୧୯ ଡିସେମ୍ବରରେ ଭାରତ ଶେଷ ଲିଗ୍ ମ୍ୟାଚରେ ଜାପାନ ସହ ମୁହାଁମୁହିଁ ହୋଇଥିଲା । ଏଥିରେ ଭାରତ ଏକତରଫା ଭାବେ ଜାପାନକୁ ପରାସ୍ତ କରିଥିଲା ।ଏଥିରେ ମଧ୍ୟ ତାହା ଦୁହରାଇବାକୁ ଆଶ ରଖିଛି ଟିମ୍ ଇଣ୍ଡିଆ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login