The Ultimate Managed Hosting Platform
ADVERTISEMENT

ପୁଣି ତେଜିଲା ମାଓ ହିଂସା; କେନାଲ କାର୍ଯ୍ୟରେ ନିୟୋଜିତ ୫ ଗାଡ଼ି ଜାଳିଦେଲେ

Facebook
Twitter
LinkedIn

ଛତିଶଗଡ଼: ପୁଣି ମାଓବାଦୀଙ୍କ ପାର୍ଯ୍ୟକଳାପ ଭୟଙ୍କର ରୂପ ନେବାରେ ଲାଗିଛି । ଛତିଶଗଡ଼ ସୀମାନ୍ତ ଗରିଆବନ୍ଧ ଜିଲ୍ଲା ସ୍ଥିତ ପିପଲଖୁଟା ଗାଁ ନିକଟରେ ହେଉଥିବା କେନାଲ କାମରେ ନିୟୋଜିତ ଥିବା ଗାଡ଼ିକୁ ପୋଡ଼ି ଦେବା ସହିତ ସେଠାରେ ଉପସ୍ଥିତ ଥିବା ସୁପରଭାଇଜରଙ୍କୁ ମାଓବାଦୀ ଅପହରଣ କରିନେଇଛନ୍ତି ।

ଦୀର୍ଘ ଦୀନରୁ ମାଓବାଦୀ ସଂଗଠନ ଏହି କାର୍ଯ୍ୟକୁ ବିରୋଧ କରି ଆସୁଥିବା ସହିତ ଏ ନେଇ ବାରମ୍ବାର ପୋଷ୍ଟର ମାରି ଧମକ ମଧ୍ୟ ଦେଇଥିଲେ । ଶେଷରେ ଉତ୍ୟକ୍ତ ମାଓବାଦୀମାନେ ଏଥିରେ ନିୟୋଜିତ ଥିବା ୫ ରୁ ଅଧିକ ଗାଡି ଜାଳିଦେଇଥିବା ନେଇ ସୂଚନା ମଧ୍ୟ ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login