ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଅହେତୁକ ଭାବେ ବୃନ୍ଧି ହେବାରେ ଲାଗିଛି । ଏହି ସଂକ୍ରମଣକୁ ନଜରରେ ରଖି ଆସନ୍ତା ୧୦ ୍ତାରିଖରୁ ରାଜ୍ୟର ସମସ୍ତ କଲେଜ ଓ ବିା୍ବ ବିଦ୍ୟାଳୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଳେ ଏସଆରସି । କେବଳ ମେଡ଼ିକାଲ କଲେଜ ଓ ନର୍ସିଂ କଲେଜ ଖୋଲା ରହିବ ।
କଲେଜ, ୟୁନିଭର୍ସିଟି, ବୈଷୟିକ ଶିକ୍ଷାନୁଷ୍ଠାନ ଅନଲାଇନ୍ କ୍ଲାସ୍ କରିବେ। କଲେଜ, ୟୁନିଭର୍ସିଟିର ସମସ୍ତ ହଷ୍ଟେଲ ମଧ୍ୟ ୧୦ରୁ ବନ୍ଦ ହେବ। ଚାଲୁ ରହିଥିବା ସବୁ ଅଫଲାଇନ୍ ପରୀକ୍ଷା ଚାଲୁ ରଖିବାକୁ ଅନୁମତି ଦିଆଯାଇଛି। କଲେଜ, ୟୁନିଭର୍ସିଟିର ସମସ୍ତ ଶିକ୍ଷକ, କର୍ମଚାରୀ ଡ୍ୟୁଟି କରିବେ। ଅଫଲାଇନ୍ରେ ଚାଲୁଥିବା ସମସ୍ତ କୋଚିଂ ବନ୍ଦ, ଅନଲାଇନ୍ରେ ଚାଲିବ।
Views: 105