ପୁରୀ : ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଦିବ୍ୟ ସ୍ନାନ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ । ଭକ୍ତଙ୍କ ଗହଳିକୁ ଦେଖି ଶ୍ରୀ କ୍ଷେତ୍ରରେ କଡା ସୁରକ୍ଷା । AI କ୍ୟାମେରା ନଜରରେ ପୁରୀ ସହର । ଶ୍ରୀକ୍ଷେତ୍ର ସୁରକ୍ଷା ରେ ୭୦ ପ୍ଲାଟୁନ ଫୋର୍ସ । ଦିବ୍ୟ ସ୍ନାନ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ । ଭକ୍ତଙ୍କ ଗହଳି ନେଇ ଶ୍ରୀକ୍ଷେତ୍ରରେ କଡା ସୁରକ୍ଷା । ଶ୍ରୀ କ୍ଷେତ୍ର ସୁରକ୍ଷା ନିୟୋଜିତ ୭୦ ପ୍ଲାଟୁନ ଫୋର୍ସ । ରତ୍ନବେଦୀରୁ ଓହ୍ଲାଇ ଆସି ସ୍ନାନବେଦୀରେ ବିଜେ କରିଛନ୍ତି କୋଟି ଓଡ଼ିଆଙ୍କ ମଉଡ଼ମଣି ଶ୍ରୀଜିଉ । ଦଇତାପତି ସେବାୟତମାନେ ଠାକୁରଙ୍କୁ ଧାଡ଼ି ପହଣ୍ଡିରେ ସ୍ନାନ ମଣ୍ଡପରେ ବିଜେ କରାଇଛନ୍ତି । ୧୦୮ ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି ।
Views: 39