The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଅଲୋଚନା ପରେ ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ନିଆଯିବ ନିସ୍ପତ୍ତି

Facebook
Twitter
LinkedIn

ଭୁବନେଶ୍ୱର: କରୋନା କଟକଣା ପାଇଁ ଦୀର୍ଘ ଦିନ ହେଲା ସ୍କୁଲ କଲେଜ ପାଠପଢ଼ା ବାଧାପ୍ରାପ୍ତ ହୋଇଥିଲା । ପରେ ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ଉଦବେଗନା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏହି ପରୀକ୍ଷାକୁ ନେଇ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ପରେ ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ନିସ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ରହିଛି । ତେବେ ଛାତ୍ରଛାତ୍ରୀ ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା ପରେ କର୍ତ୍ତୃପକ୍ଷ ନିସ୍ପତ୍ତି ନେବେ ବୋଲି ଜଣା ପଡ଼ିଛି । ପରୀକ୍ଷା କିପରି ପରିଚାଳନା କରାଯିବ ସେ ନେଇ ଆଲୋଚନା କରିବା ପରେ ନିସ୍ପତ୍ତି ନିଆ ଯିବ ।

ଦଶମ ପାଇଁ ବିଏସଇ ଓ ଦ୍ୱାଦଶ ପାଇଁ ସିଏଚଏସସି ଆଲୋଚନା କରି ନିସ୍ପତ୍ତି ନେବେ । ବୋର୍ଡ ସଭାପତି ଓ ସିଏଚଏସସି ଅଧ୍ୟକ୍ଷ ଆଲୋଚନାର ବ୍ୟବସ୍ଥା କରିବେ ବୋଲି ସୂଚନା ଦିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

କଟକ : ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ...

Login