The Ultimate Managed Hosting Platform
ADVERTISEMENT

ଦୀର୍ଘ ୭ ବର୍ଷ ପରେ ଧରା ପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ ମୁନୁ

Facebook
Twitter
LinkedIn

ଭୁବନେଶ୍ୱର: ଦୀର୍ଘ ୭ବର୍ଷ ପରେ ଧରା ପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ କିଶୋର କୁମାର ମହାରଣା ଓରଫ ମୁନୁ । ୨୦୧୪ ମସିହାରୁ ଫେରାର ଥିବା ବେଳେ ଏସ୍‌ଟିଏଫ୍ ହାତରେ ଧରା ପଡ଼ିଛି ମୁନୁ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଆଜି କଟକ ସଦର ଅଞ୍ଚଳରେ ରେଡ୍ କରିଥିଲା । ସେହି ରେଡ୍ ସମୟରେ ଏସଟିଏସଫ୍ ଟିମ୍ ମୁନୁକୁ ଧରିବାରେ ସଫଳ ହୋଇଛି । ତେବେ ରେଡ୍ ବେଳେ ମୁନୁ ଠାରୁ ୯ ଏମଏମର ପିସ୍ତଲ, ୫ ରାଉଣ୍ଡ ଗୁଳି ସହ ଅନ୍ୟ ଅପରାଧୀକ ସାମଗ୍ରୀ ଜବତ କରିଛି ଏସଟିଏଫ୍ ।

ଖବର ଅନୁଯାୟୀ, ୨୦୧୪ ରେ ମୁନୁ ତାର ଅନ୍ୟ ସହଯୋଗୀଙ୍କ ସହ ମିଶି ଚଣ୍ଡିଖୋଲ ବଜାରରେ ଦୀପକ ନାଏକଙ୍କୁ ହତ୍ୟା କରିଥିଲେ । ଘଟଣାରେ ୩ ଜଣଙ୍କ ସମ୍ପୃକ୍ତି ରହିଥିବା ବେଳେ ଯାଜପୁରର ଶେଷଦେବ ସ୍ୱାଇଁ ଓରଫ୍ ବୁବାକୁ ଗିରଫ କରାଯାଇଥିଲା । ଏହି ହତ୍ୟାକାଣ୍ଡ ଛଡ଼ା ମୁନୁ ନାଁରେ କେନ୍ଦ୍ରାପଡ଼ା ଥାନାରେ ମଧ୍ୟ ମାମଲା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login