The Ultimate Managed Hosting Platform
ADVERTISEMENT

Accident : ଘର ଉପରେ ମାଡିଗଲା ବସ

Facebook
Twitter
LinkedIn

ବୈାଦ୍ଧ : ଏନଏଚ କଡରେ ଥିବା ଘରକୁ ପିଟିଲା ଯାତ୍ରୀବାହୀ ବସ । ମନମୁଣ୍ଡା ଥାନା ବାସୁଦେବପାଲି ଠାରେ ଦୁର୍ଘଟଣା । ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ବସରେ ଥିବା ୩୦ ଯାତ୍ରୀ । ଭୁବନେଶ୍ୱରରୁ ବଲାଙ୍ଗୀର ଯାଉଥିବା ବେଳେ ବାସୁଦେବପାଲି ନିକଟରେ ଦୁର୍ଘଟଣା ଘଟିଛି । ଜୟ ଭୋଲେ ନାମକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login