The Ultimate Managed Hosting Platform
ADVERTISEMENT

ACCIDENT : ବସ ଧକ୍କାରେ ସ୍କୁଟି ଆରୋହୀ ମୃତ

Facebook
Twitter
LinkedIn

ପିପିଲି : ବସ ଧକ୍କାରେ ଜଣେ ସ୍କୁଟି ଆରୋହୀ ମୃତ ଓ ଜଣେ ଗୁରୁତର । ମଙ୍ଗଳପୁର ଛକ ନିକଟରେ ସ୍କୁଟିକୁ ଧକ୍କା ଦେଲା ବସ । ଭୁବନେଶ୍ୱରରୁ ପୁରୀ ଯାଉଥିବା ଏକ ଲାଲ ରଙ୍ଗ ର ସ୍କୁଟିକୁ ପଛପଟୁ ଧକ୍କା ଦେଲା ସାରଳା ବସ । ଘଟଣା ସ୍ଥଳରେ ସ୍କୁଟିରେ ଯାଉଥିବା ଦୁଇ ଜଣ ମହିଳାଙ୍କ ମୃତ୍ୟୁ! ହୋଇଛି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତିି କରାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login