The Ultimate Managed Hosting Platform
ADVERTISEMENT

Accident : ଡାଲା ଅଟୋ ଓଲଟି ୧୨ ଜଣ ଆହତ

Facebook
Twitter
LinkedIn

ଆସିକା : ମକର ସଂକ୍ରାନ୍ତିରେ ଘଟିଛି ବଡ ଅଘଟଣ । ଡାଲା ଅଟୋ ଓଲଟି ୧୨ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଆସିକା ପୁଡୁଗେଶ୍ୱର ମନ୍ଦିର ନିକଟରେ ଓଲଟିଲା ଡାଲା ଅଟୋ। ମହିଳା ମାନେ ବୁଡ ପକାଇବାକୁ ଯିବା ସମୟରେ ଘଟିଛି ଅଘଟଣ। ସମସ୍ତ ଆହତଙ୍କୁ ଆସିକା ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଛି।। ସେଥିମଧ୍ୟରୁ ଜଣେ ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି କ୍ଷ ସମସ୍ତ ମହିଳା ପାଟପୁର ଡେଙ୍ଗାଡି ଗାଁର ହୋଇଥିବା ବେଳେ ସେମାନେ ମକର ବୁଡ଼ ପକାଇବାକୁ ଆସିକା ଦୋ ମୁହାଣୀକୁ ଆସିଥିବା ସୂଚନା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login