The Ultimate Managed Hosting Platform
ADVERTISEMENT

Accident : ଓଲଟିଲା ଅଟୋ ; ୪ ଛାତ୍ରଛାତ୍ରୀ ଆହତ

Facebook
Twitter
LinkedIn

ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ଅଟୋ । ୮ ଜଣ ଆହତ । ଯାଜପୁର ଜିଲ୍ଲା ଦଶରଥପୁର ବାଲଦା ନିକଟରେ ଘଟିଛି ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟି ପଡିଲା ଅଟୋ । ସମସ୍ତ ଗୁରୁତର ଛାତ୍ରଛାତ୍ରୀଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଅଟୋଟି ୮ ଜଣ ଛାତ୍ରଛାତ୍ରୀଙ୍ୁ ନେଇ ସ୍କୁଲରୁ ଫେରୁଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login