The Ultimate Managed Hosting Platform
ADVERTISEMENT

ଲକ୍ଷେ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ଚତୁର୍ଥ ଶ୍ରେଣୀର କର୍ମଚାରୀ

Facebook
Twitter
LinkedIn

ବାଲେଶ୍ୱର : ବାଲେଶ୍ୱର ପୂର୍ତ୍ତି ବିଭାଗ ଚତୁର୍ଥ ଶ୍ରେଣୀର କର୍ମଚାରୀ ପଦ୍ମନାଭ ସ୍ୱାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ। ଜଣେ ଠିକାଦାର ରୁଦ୍ର ନାରାୟଣ ବେହେରାଙ୍କ ଠାରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବାପାଇଁ ଦାବି କରିଥିଲେ । ଯାହାଫଳରେ ଠିକାଦାର ଜଣକ ଭିଜିଲାନ୍ସକୁ ସୂଚନା ଦେଇଥିଲେ । ଯେତେବେଳେ ରୁଦ୍ର ନାରାୟଣ ଲାଞ୍ଚ ଦେବାକୁ ଯାଇଥିଲେ ପଦ୍ମନାଭ ସ୍ୱାଇଁଙ୍କ ପାଖକୁ ଠିକ ସେତିକିବେଳେ ଭିଜିଲାନ୍ସ ଡିଏସପିଙ୍କ ସମେତ ପୁରା ଟିମ ଏହି ଲାଞ୍ଚ ନେବା ଖବର ଶୁଣି ପଦ୍ମନାଭଙ୍କ ସୋର ବାଗୁଡ଼ିସ୍ଥିତ ବାସଭବନରେ ପଂହଁଚି ଚଢ଼ାଉ କରିଥିଲେ । ଏବଂ ତାଙ୍କ ପାଖରୁ ସେହି ଟଙ୍କା ଜବତ କରିବା ସହ ତାଙ୍କ ଘରେ ଚଢ଼ାଉ ଜାରି ରଖି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋାଦିଙ୍କ ସମ୍ବୋଧନ । ପରାଜୟର ନିରାଶାରୁ ବିରୋଧିଙ୍କୁ ବାହାରିବାକୁ ଅପିଲ କଲେ ମୋଦି ।କିଛି ବିରୋଧୀ ଦଳ...

ADVERTISEMENT

Login