The Ultimate Managed Hosting Platform
ADVERTISEMENT

A bullet fired for love : ପ୍ରେମ ପାଇଁ ଫୁଟିଲା ଗୁଳି ; ଯୁବକ ଗୁରୁତର

Facebook
Twitter
LinkedIn

ମୋହନା : ଚନ୍ଦ୍ରଗିରି ଢେପାସାହିରେ ଗୁଳିମାଡରେ ଯୁବକ ଗୁରୁତର । ପ୍ରେମ ବିବାଦରୁ ଫୁଟିଲା ଗୁଳି ।ଗାଁରେ ବୈଠକ ବେଳେ ହେଲା ଗୁଳିମାଡ । ଗୁଳିମାଡ ଫଳରେ ଜଣେ ଯବୁକ ଗୁରୁତର ହୋିଛନ୍ତି ।ଗୁରୁତର ଯୁବକଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ତେବେ ପିସ୍ତଲ ଜବତ ସହ ଅଭିଯୁକ୍ତ ଜଣକ ଅଟକ ରହିଛନ୍ତି । ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login