ସମ୍ବଲପୁର : ସାମାନ୍ୟ ବଚସାରୁ ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ଜଣଙ୍କର ଜୀବନ । ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାରେ ଅଘଟଣ । ଚା ପିଉଥିବା ବେଳେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ନୃସିଂହ ମନ୍ଦିର ନିକଟରେ ହୋଇଛି ଆକ୍ରମଣ । ଗେଟସରୋବରପଡାର ସରୋଜ ପାଣିଗ୍ରାହୀ ମୃତ । ଛୁରାମାଡରେ କନ୍ଧମାଲିପଡାର ପ୍ରେମ ସାହୁ ଗୁରୁତର । ସାମାନ୍ୟ ବଚସାରୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ସୂଚନା ।
Views: 71