ରାଉରକେଲା : ନିଆଁ ଲାଗି ଜଳିଗଲା ମୋ ବସ୍ । ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ରାଉରକେଲାରୁ ବେଦବ୍ୟାସ ଯିବା ବେଳେ ଲାଗିଲା ନିଆଁ । ଟିସିଆଇ ଛଳରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲାଗିଲା ନିଆଁ । ବସରେ ନିଆଁ ଲାଗିବା ଦେଖି ଯାତ୍ରୀ ମାନେ ଓହ୍ଲାଇ ଯାଇଥିଲେ ।
Views: 91

ଭୁବନେଶ୍ୱର : ରାଜ୍ୟ ଅତିଥି ଭବନରେ ବିଜେପିର ବଡ ବୈଠକ । ସଭାପତି ମନମୋହନ ସାମଲ, ମାନସ ମହାନ୍ତି, ବସନ୍ତ ପଣ୍ଡା ଉପସ୍ଥିତ । ପୂର୍ବତନ ସାଂସଦ...
କୋଲକତା : ପଶ୍ଚିମବଙ୍ଗ ଦୁର୍ଗାପୁରର ଏକ ମେଡିକାଲ କଲେଜ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ଅବସ୍ଥା ଗୁରୁତର ଥିବାରୁ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ । ଡିନର...
ବାରିପଦା : ବାରିପଦା ପିଆରଏମ ମେଡିକାଲ କଲେଜରୁ ନବଜାତ ଚୋରି ଅଭିଯୋଗ । ସ୍ତ୍ରୀ ଓ ପ୍ରସୂତୀ ୱାର୍ଡରୁ ୩ ଦିନର ଶିଶୁପୁତ୍ର ଚୋରି ଅଭିଯୋଗ ।...
ଭୁବନେଶ୍ୱର : ପରିବାରେ ଆଉ ହାତ ମାରି ହେଉନି । ଦର ଆକାଶ ଛୁଆଁ ହୋଇଥିବା ବେଳେ ଚିନ୍ତାରେ ଗ୍ରାହକ । କାର୍ତ୍ତିକ ମାସ ପ୍ରଥମ ଦିନରେ...