The Ultimate Managed Hosting Platform
ADVERTISEMENT

ପାଣିରେ ବୁଡିଗଲେ ମେଧାବୀ ଛାତ୍ର

Facebook
Twitter
LinkedIn

ଭଦ୍ରକ : ଦିନକରେ ମିଳେଇଲା ମାଟ୍ରିକ ଖୁସି । କାଲି ମାଟ୍ରିକରେ ୮୬% ରଖିଥିଲେ , ଆଜି ଚାଲିଗଲା ଜୀବନ । ଗାଁ ପୋଖରୀରେ ବୁଡି କାଲି ମାଟ୍ରିକ ପାସ କରିଥିବା ଛାତ୍ରଙ୍କ ମୃତ୍ୟୁ । ଚରମ୍ଫା ପଞ୍ଚାୟତ ଶ୍ରୀରାମପୁର ଗାଁରେ ଅଭାବନୀୟ ଘଟଣା । ଶ୍ରୀରାମପୁର ଗାଁର ରମେଶ ମହାପାତ୍ରଙ୍କ ପୁଅ ଚନ୍ଦନ ମହାପାତ୍ରଙ୍କ ପୋଖରୀରେ ବୁଡି ମୃତ୍ୟୁ ହୋଇଛି । ଗାଧୋଇବା ବେଳେ ଛାତ୍ର ଜଣଙ୍କ ପୋଖରୀରେ ବୁଡି ଯାଇଥିଲେ । କାଲି ପ୍ରକାଶିତ ମାଟ୍ରିକ ରେଜଲ୍ଟରେ ୫୧୯ ମାର୍କ ରଖିଥିଲେ । ଗତକାଲି ମାଟ୍ରିକ୍ ପରୀକ୍ଷାରେ ୬୦୦ରୁ ୫୧୯ ମାର୍କ ରଖି ଉତୀର୍ଣ୍ଣ ହୋଇଥିଲେ । ଏହାକୁ ନେଇ ପରିବାରରେ ହସଖୁସିର ମାହୋଲ ଥିଲା । କିନ୍ତୁ ଆଜି ଘର ପାଖ ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡି ପ୍ରାଣ ହରାଇଛନ୍ତି ଚନ୍ଦନ । ତାଙ୍କ ହସ ଖୁସିର ପରିବାରରେ ଏବେ ଦୁଃଖର କଳା ବାଦଲ ଛାଇ ଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login