ବଲାଙ୍ଗିର : ବାଇକ ଉପରେ ଚଢିଗଲା ବୋଲେରୋ । ଦୁର୍ଘଟଣାରେ ୩ ମୃତ । ବୋଲେରୋ ଧକ୍କାରେ ଶଳା , ଭିଣୋଇ ସହ ସାଙ୍ଗର ମୃତ୍ୟୁ । ଲୋଇସିଂହା-ଭରସୁଜା ରାସ୍ତା କରକଚିଆରେ ମର୍ମନ୍ତୁଦ ଦୁର୍ଘଟଣା । ୩ ମୃତକ କୁସଙ୍ଗ , ରୋଠ୍ ଓ ସଦେଇପାଲି ଗାଁର ସୂଚନା ।
ଆଜି ସାବିତ୍ରୀ ବ୍ରତ, ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି କରୁଛନ୍ତି ଓଷା
Views: 71