The Ultimate Managed Hosting Platform
ADVERTISEMENT

ପାଣିରେ ବୁଡି ଭାଇ ଭଉଣୀଙ୍କ ମୃତ୍ୟୁ

Facebook
Twitter
LinkedIn

କୋରାପୁଟ : ଗାଡିଆରେ ବୁଡି ଭାଇଭଉଣୀଙ୍କ ମୃତ୍ୟୁ । ଜଣଙ୍କୁ ୧୦ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ୫ ବର୍ଷ ହୋଇଥିବା ସୂଚନା । ମାଛକୁଣ୍ଡ ଥାନା ଲମତାପୁଟ ବ୍ଲକ ପିପଲପୁଟରେ ଅଭାବନୀୟ ଘଟଣା । ପୋଖରୀ ନିକଟରେ ବାପା ମା କାମ କରୁଥିବା ବେଳେ ବୁଡି ଯାଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login