The Ultimate Managed Hosting Platform
ADVERTISEMENT

ଆଉ ୫ ଦିନ ତାତି

Facebook
Twitter
LinkedIn

ଭୁବନେଶ୍ୱର : ଆଉ ୫ ଦିନ କଲବଲ କରିବ ତାତି । ସତର୍କ କଲା ପାଣିପାଗ ବିଭାଗ । ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରୀ ପାଖାପାଖି ରହିପାରେ । ଆଭ୍ୟନ୍ତରୀଣ ଓଡିଶାରେ କିଛି ସ୍ଥାନରେ ତାପମାତ୍ରା ୪୨ ଟପିପାରେ । ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ କାଳବୈଶାଖୀ ବର୍ଷା ସମ୍ଭାବନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login