କଟକ : କଟକ ମାଲଗୋଦାମ ଡାଲି ବ୍ୟବସାୟୀ ସେକ୍ ଫାରୁକ ହତ୍ୟା ମାମଲା । ନିଦେ୍ର୍ଦାଷରେ ଖଲାସ ହେଲେ ୨ ମୁଖ୍ୟ ଅଭିଯୁକ୍ତ ଧଳସାମନ୍ତ ଭ୍ରାତା । ଉଭୟ ସୁଶାନ୍ତ ଧଳସାମନ୍ତ ଓ ସୁଶିଲ ଧଳସାମନ୍ତ ନିଦେ୍ର୍ଦାଷରେ ଖଲାସ । ଧଳସାମନ୍ତ ଭ୍ରାତାଙ୍କ ସହ ଯୋଗୀ ଆରିଫ୍ ଖାଁ ମଧ୍ୟ ନିଦେ୍ର୍ଦାଷରେ ଖଲାସ । ୩ ଅଭିଯୁକ୍ତଙ୍କୁ ଖଲାସ କଲେ କଟକ ଜିଲ୍ଲା ଓ ଦୈାରା ଜଜ୍ । ମାମଲାରେ କେବଳ ଭରତ ସ୍ୱାଇଁ ନାମକ ଅଭିଯୁକ୍ତ ଫେରାର ଅଛି । ପୂର୍ବରୁ ଅନ୍ୟ ୪ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲେ କୋର୍ଟ ।
Views: 78