The Ultimate Managed Hosting Platform
ADVERTISEMENT

ଏସବିଏସ ହର୍ବାଲ ଲାଇଫର ବ୍ରାଣ୍ଡ ଆମ୍ବାସଡର ହେଲେ ଡ଼ଃ ଧୀରେନନ୍ଦ୍ରାଚାର୍ଯ୍ୟ

Facebook
Twitter
LinkedIn


ପୋର୍ଟାଲ(୧୩/୦୫):ଏସବିଏସ ହର୍ବାଲ ଲାଇଫ ତାର ୩୦୦ ଆୟୁର୍ବେଦିକ ଉତ୍ପାଦ ତଥା ଫୁଡ଼ ମାର୍ଟ ପ୍ରଚାର ଓ ପ୍ରସାର ପାଇଁ ଡ଼ଃ. ଧିରେନ୍ଦ୍ରାଚାର୍ଯ୍ୟଙ୍କୁ ଏହାର ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରିଛି lଏକ ସାମ୍ବାଦିକ ସାକ୍ଷାତକାରରେ ଠାକୁରମୁଣ୍ଡାରେ ଡ଼ଃ.ଧିରେନ୍ଦ୍ରାଚାର୍ଯ୍ୟ ଏହା ପ୍ରକାଶ କରିଛନ୍ତି l ଡ଼ଃ. ଧିରେନ୍ଦ୍ରାଚାର୍ଯ୍ୟଙ୍କର ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅଧିନ ଜରକ ଗ୍ରାମ ପଞ୍ଚାୟତର ନୂଆପଡା ଗ୍ରାମରେ ଆଶ୍ରମ ରହିଅଛି l ସେ ଯୋଗ ଗୁରୁ ଭାବରେ ବେଶ ଖ୍ୟାତିଲାଭ କରିଛନ୍ତି l ଦୀର୍ଘବର୍ଷ ପଞ୍ଜାବରେ ରହି ଯୋଗ ସାଧନା କରିବା ସହିତ ଯୋଗ ଉପରେ ଡକ୍ଟରେଟ ଲାଭ କରିଛନ୍ତି l ରାଜସ୍ଥାନର ଏହି କମ୍ପାନୀ ଏବେ ତାର ମହା ଦିବ୍ୟ କିଟ ଏବଂ ଏସବିଏସ ଫୁଡ ମାର୍ଟର ପ୍ରଚାର ଓ ପ୍ରସାର ପାଇଁ ବାବାଙ୍କୁ ବ୍ରାଣ୍ଡ ଆମ୍ବାସଡର କରିଛି l ଖୁବ ଶୀଘ୍ର କମ୍ପାନୀ ଓଡିଶାରେ ତାର ଉତ୍ପାଦ ପହଞ୍ଚାଇବ ବୋଲି ଡଃ.ଧିରେନ୍ଦ୍ରାଚାର୍ୟ କହିଛନ୍ତି

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସୃଷ୍ଟି ହେଲା ଲଘୁଚାପ

ଆସନ୍ତାକାଲିଠୁ ବଢିବ ବର୍ଷାର ପରିମାଣ, ୨୭ ତାରିଖ ଯାଏଁ ବର୍ଷା

ଭୁବନେଶ୍ୱର : ଆସନ୍ତାକାଲିଠୁ ରାଜ୍ୟରେ ବଢ଼ିବ ବର୍ଷା ପରିମାଣ । ୨୭ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ଲାଗି ରହିବ ପ୍ରବଳରୁ ଅତିପ୍ରବଳ ବର୍ଷା । ଆଜି ସାରା...

ADVERTISEMENT
ନାଁ ନ ନେଇ ମମତାଙ୍କୁ ଟାର୍ଗେଟ, ଯିଏ କରିବ ସେ ଫଳ ଭୋଗିବ : ପ୍ରଭାତୀ

କର୍ମକ୍ଷେତ୍ରରେ ଯୌନ ଶୋଷଣକାରୀଙ୍କୁ ସାବଧାନ ରୁହନ୍ତୁ , ଶୋଷଣକାରୀଙ୍କ ବିରୋଧରେ ସ୍ୱର ଉଠାଇଲା ମାତ୍ରେ ଆକ୍ସନ : ପ୍ରଭାତୀ ପରିଡା

ଭୁବନେଶ୍ୱର : କର୍ମକ୍ଷେତ୍ରରେ ଯୌନ ଶୋଷଣକାରୀଙ୍କୁ ସାବଧାନ ରୁହନ୍ତୁ । ସେମାନଙ୍କର କୈାଣସି ପ୍ରସ୍ତାବକୁ ଅଗ୍ରାହ୍ୟ କରନ୍ତୁ । ଶୋଷଣକାରୀଙ୍କ ବିରୋଧରେ ସ୍ୱର ଉଠାଇଲା ମାତ୍ରେ ଆକ୍ସନ...