ଝାରସୁଗୁଡା : ଝାରସୁଗୁଡା ଫଳାଫଳ ପରେ ଜଣେ ବିଜେପି କର୍ମୀଙ୍କୁ ଛୁରାମାଡ । ସଦର ବ୍ଲକ ତ୍ରିପୁରା ପଞ୍ଚାୟତ ସୁନାମାଳ ଗାଁରେ ଛୁରାମାଡ । ବିଜେଡି କର୍ମୀ ବାଣ ଫୁଟାଉଥିବା ବେଳେ ବିରୋଧ କରିବାରୁ ଆକ୍ରମଣ । ଛୁରାମାଡରେ ଗୁରୁତର ବିଜେପି କର୍ମୀ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ।
ଝାରସୁଗୁଡାରେ ବିଜେଡିର ବଡ ବିଜୟ
Views: 77