ଭୁବନେଶ୍ୱର : ସିନେପଲିସ ମଲ୍ଟିପ୍ଲେକ୍ସରେ ଗଣ୍ଡଗୋଳ ଘଟଣାରେ ଜଣେ ଗିରଫ । ସୋସିଆଲ ମିଡିଆ ଇନଫ୍ଲୁଏନସର ରାଜେଶ ପଟ୍ଟନାୟକ ଗିରଫ । ରାଜେଶ ପଟ୍ଟନାୟକଙ୍କୁ ଗିରଫ କଲା ସହିଦ ନଗର ଥାନା ପୋଲିସ । ସୋସିଆଲ ମିଡିଆରେ ଆକ୍ଷେପ ମୂଳକ ମନ୍ତବ୍ୟ ଅଭିଯୋଗରେ ଗିରଫ । ସିନେପଲିସରେ ଫିଲ୍ମ ଦେଖିବା ବେଳେ ଏସି ଚାଲିଯିବାରୁ ଗଣ୍ଡଗୋଳ କରିଥିଲେ । ପରବର୍ତ୍ତୀ ସମୟରେ ଘଟଣାକୁ ନେଇ ସୋସିଆଲ ମିଡିଆରେ ମନ୍ତବ୍ୟ ରଖିଥିଲେ ।
Views: 87