The Ultimate Managed Hosting Platform
ADVERTISEMENT

ବରଗଡରେ ଥିଲା ଗୁଡ୍ଡୁ ମୁସଲିମ୍

Facebook
Twitter
LinkedIn

ଭୁବନେଶ୍ୱର : ବରଗଡରେ ଗ୍ୟାଙ୍ଗଷ୍ଟାର ଗୁଡ୍ଡୁ ମୁସଲିମର ମିଳିଲା ସିସିଟିଭ ଫୁଟେଜ । ଏପ୍ରିଲ ୧୧ ତାରିଖ ଦିନ ୧ଟା ବେଳର ସିସିଟିଭି ଫୁଟେଜ ମିଳିଲା । ୧ ମିନିଟ୍ ୨ ସେକେଣ୍ଡର ସିସିଟିଭି ଫୁଟେଜ ମିଳିଲା । ଚର୍ଚ୍ଚିିତ ଉମେଶ ପାଲ ହତ୍ୟାକାଣ୍ଡର ଅଭିଯୁକ୍ତ ଥିଲା ଗୁଡ୍ଡୁ ମୁସଲିମ୍ । ସିସିଟିଭି ଫୁଟେଜ ମିଳିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର । ଅତିକ ଅହମଦର ସହ ଯୋଗୀ ଥିଲା ଗୁଡ୍ଡୁ ମୁସଲିମ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login