ଭୁବନେଶ୍ୱର : ଏଣିକି ଘରେ କୁକୁର ପାଳିବା ହୋଇଗଲା ମହଙ୍ଗା । କାରଣ କୁକୁର ପାଳିଲେ ପଇସା ଗଣିବେ । ଏବେ ରାଜଧାନୀରେ କୁକୁର ବେପାର ଉପରେ କଟକଣା ଲଗାଇଛି ବିଏମସି । ବିଏମସିର କଡା ନିୟମ କୁକୁର ପାଳିବାକୁ ହେଲେ ବିଏସିର ଅନୁମତି ନେବାକୁ ପଡିବ । ଏ ସଂକ୍ରାନ୍ତରେ ପ୍ରସ୍ତାବକୁ ରାଜ୍ୟ ସରକାର ସ୍ୱୀକୃତି ପ୍ରଦାନ କରିଛନ୍ତି । ପୋଷା କୁକୁର ରଖିବା ପାଇଁ ଲୋକଙ୍କୁ ଏବେ ୫୦୦ ଟଙ୍କା ଦେଇ ବିଏମସିରେ ପଞ୍ଜିକରଣ କରିବାକୁ ପଡିବ । କୁକୁର ଯଦି ବାଟଘାଟରେ ମଳତ୍ୟାଗ ପରେ ମାଲିକଙ୍କୁ ମଳ ପୋଛିବାକୁ ପଡିବ । ୪ ମାସରୁ କମ ବୟସର କୁକୁର ରଖିପାରିବେନି ଲୋକେ । ତେବେ ଏ ସମ୍ପର୍କୀତ ନିୟମ ନମାନିଲେ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ । ଆବଶ୍ୟକ ସ୍ଥଳେ ମାଲିକଙ୍କୁ ଗିରଫ ମଧ୍ୟ କରାଯିବ ବୋଲି ସୂଚନା ମିଳିଛି । ନିୟମ ଅନୁଯାୟୀ, ପୋଷା କୁକୁରକୁ ବ୍ୟବସାୟି କାର୍ୟ୍ୟରେ ମଧ୍ୟ ଲଗାଇହେବ ନାହିଁ । ପ୍ରତେ୍ୟକ ବର୍ଷ ଏପ୍ରିଲ ୧ ତାରିଖରେ କୁକୁରମାନଙ୍କର ପଞ୍ଜିକରଣ ହେବ । ଏଥିପାଇଁ ୫୦୦ ଟଙ୍କା ଦେବାକୁ ପଡିବ । ଏହା ବର୍ଷଟେ ପାଇଁ ଲାଗୁ ହେବ । ବର୍ଷଟେ ପରେ ପୁଣି ୨୦୦ ଟଙ୍କା ନେଇ ଲାଇସେନ୍ସ ନବୀରକଣ କରିବାକୁ ପଡିବ ।
କୁକୁର ପାଳିଲେ ପଇସା ଗଣିବେ , ବାଟରେ ମଳତ୍ୟାଗ କଲେ ମାଲିକ ପୋଛିବେ
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...
Detailed_guidance_on_navigating_arionplay_gcash_login_for_seamless_transactions
Detailed guidance on navigating arionplay gcash login for seamless transactionsUnderstanding the Arionplay and GCash ConnectionThe Importance of Account SecurityStep-by-Step Guide...







