The Ultimate Managed Hosting Platform
ADVERTISEMENT

ଭୁବନେଶ୍ୱରରେ ଅସମ୍ଭାଳ ତାତି

Facebook
Twitter
LinkedIn

ଭୁବନେଶ୍ୱର : ପୁଣି ତାତିଲା ଭୁବନେଶ୍ୱର। ସକାଳୁ ରାଜଧାନୀରେ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି। ସକାଳ ସାଢେ ୮ ସୁଦ୍ଧା ତାପମାତ୍ରା ୩୧ଂ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ୮୫% ଆଦ୍ରତା ଯୋଗୁ ଅସହ୍ୟ ଗୁଳୁଗୁଳି ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। କିଛି ଜିଲ୍ଲାରେ ତାପମାତ୍ରା ବଢିବା ନେଇ କହିଛନ୍ତି ଏସଆରସି । ଜରୁରୀ ନ ଥିଲେ ମଧ୍ୟାହ୍ନରେ ଘରୁ ନ ବାହାରିବାରୁ ପରାମର୍ଶ । କିଛି ଦିନର ଆଶ୍ୱସ୍ତି ପରେ ପୁଣି ଥରେ ଅସହ୍ୟ ଗରମ କଲବଲ କରିପକାଉଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login