The Ultimate Managed Hosting Platform
ADVERTISEMENT

ବିମାନ ଭିତରେ କଙ୍କଡ଼ାବିଛା! କାମୁଡିଦେଲା ମହିଳା ଯାତ୍ରୀଙ୍କୁ

Facebook
Twitter
LinkedIn

ନୂଆଦିଲ୍ଲୀ: ବିମାନ ଭିତରେ କଙ୍କଡ଼ାବିଛା । କାମୁଡିଦେଲା ଯାତ୍ରୀଙ୍କୁ । ଏଭଳି ଏକ ଅଭାବନୀୟ ପରିସ୍ଥିତି ଘଟିଛି ଏୟାର୍ ଇଣ୍ଡିଆର ନାଗପୁର-ମୁମ୍ବାଇ ବିମାନ ଭିତରେ। ଏୟାର୍ ଇଣ୍ଡିଆର ନାଗପୁର-ମୁମ୍ବାଇ ବିମାନରେ ଜଣେ ମହିଳା ଯାତ୍ରୀଙ୍କୁ ଗୋଟାଏ ବିଶାକ୍ତ କଙ୍କଡ଼ାବିଛା କାମୁଡି ଦେଇଥିବା ଜଣାପଡିଛି। ଏକ ଗଣ୍ୟମାଧ୍ୟମ ରିପୋର୍ଟ ଅନୁସାରେ ଏହି ଖବର ପ୍ରକାଶ ପାଇବା ପରେ ଏବେ ଏହି ଘଟଣା ଭାଇରାଲ୍ ହେବାରେ ଲାଗିଛି।ଯାହା ସୂଚନା ମିଳିଛି, ୨୦୨୩ ଏପ୍ରିଲ୍ ୨୩ ତାରିଖ ଦିନ ଏୟାର୍ ଇଣ୍ଡିଆର ନାଗପୁର-ମୁମ୍ବାଇ ବିମାନ ନମ୍ବର ‘ଏଆଇ ୬୩୦’ରେ ଏହି ଅଘଟଣ ଘଟିଥିଲା। ଏୟାର୍ ଇଣ୍ଡିଆର ନାଗପୁର-ମୁମ୍ବାଇ ବିମାନ ଭିତରେ କଙ୍କଡ଼ାବିଛାଟି ମହିଳାକୁ କାମୁଡି ଦେଇଥିଲା। ତେବେ ତୁରନ୍ତ ବିମାନଟି ଅବତରଣ କରିବା ମାତ୍ରକେ ଉକ୍ତ ମହିଳାଙ୍କ ଚିକିତ୍ସା ଆରମ୍ଭ କରିବା ଲାଗି ଡାକ୍ତରଙ୍କ ପ୍ରସ୍ତୁତ ରହିଥିଲେ। ମୁମ୍ବାଇ ବିମାନ ବନ୍ଦରକୁ ଏନେଇ ପୂର୍ବରୁ ଖବର ପଠାଇ ଦିଆଯାଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login