The Ultimate Managed Hosting Platform
ADVERTISEMENT

ସମୁଦ୍ରରେ ବୁଡି ୨ ମୃତ

Facebook
Twitter
LinkedIn

ପୁରୀ: ସମୁଦ୍ର ସ୍ନାନ ବେଳେ ପୁଣି ଅଘଟଣ । ପୁରୀରେ ସମୁଦ୍ରରେ ବୁଡ଼ି ପ୍ରାଣ ହରାଇଲେ ୨ ବଙ୍ଗୀୟ ପର୍ୟ୍ୟଟକ । ୧୩ ନମ୍ବର ସେକ୍ଟର ଜୋନରେ ସମୁଦ୍ରରେ ସ୍ନାନ ବେଳେ ପଶ୍ଚିମବଙ୍ଗରୁ ଆସିଥିବା ୨ ପର୍ୟ୍ୟଟକ ସମୁଦ୍ର ଭିତରକୁ ପଳାଇଥିଲେ । ଲାଇଫଗାର୍ଡ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରି ଡାକ୍ତରଖାନା ପଠାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସେହପରି ନିଖୋଜ ଥିବା ଅନ୍ୟ ଜଣେ ପର୍ୟ୍ୟଟକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login