ଆନନ୍ଦପୁର : ରାତିରେ କଳାକନା ବୁଲାଇଲେ ଲୁଟେରା । ଯାତ୍ରା ନିଶା ପାଇଁ ଘରେ ବୁଲିଗଲା କଳାକନା । ଘର ଲୋକ ଯାତ୍ରା ଦେଖି ଯାଇଥିବା ବେଳେ ସବୁ କିଛି ଲୁଟି ନେଲେ ଲୁଟେରା । ୨୧ ଭରି ସୁନା ଓ ୬ ଲକ୍ଷ ୬୦ ହଜାର ଲୁଟ ହୋଇଥିବା ଅଭିଯୋଗ । ନନ୍ଦିପଦା ଥାନା ପାମ୍ପଲା ଗାଁରେ ରାତିରେ ଘଟିଛି ଏପରି ଘଟଣା ।
Views: 153