ନୂଆଦିଲ୍ଲୀ : ଏୟାରପୋର୍ଟରେ ବ୍ୟାଗ୍ ଖୋଲିଦେଲେ ମହିଳା । ଆଉ ମହିଳାଙ୍କ ବ୍ୟାଗରୁ କିଛି ଏମିତି ଜିନିଷ ବାହାରିଲା ଆପଣ ଦେଖିଲେ ନିଶ୍ଚିତ ଭୟ କରିବେ । ଚେନ୍ନାଇ ଏୟାରପୋର୍ଟରେ ମହିଳା ଜଣକ ଚେକିଂ ପାଇଁ ବ୍ୟାଗ୍ ଖୋଲିଦେଲା ବେଳକୁ ସେଥିରୁ ୨୨ଟି ସାପ ବାହାରିଥିଲେ । ଯାହାର ଭିଡିଓ ଭାଇରଲ ହେଉଛି । ଆଉ ସେହି ମହିଳାଙ୍କୁ ପୋଲିସ ଗିରଫ କରିଛି ।ଶୁକ୍ରବାର ଦିନ ଚେନ୍ନାଇ ଏୟାରପୋର୍ଟରେ କଷ୍ଟମ ବିଭାଗର ଅଧିକାରୀ ମାଲେସିଆରୁ ଆସିଥିବା ଜଣେ ମହିଳାଙ୍କ ବ୍ୟାଗ୍ ଖୋଲିଥିଲେ । ମହିଳା ଜଣକ ଏକ ପ୍ଲାଷ୍ଟିକ ବ୍ୟାଗରେ ଏହାକୁ ଭର୍ତ୍ତି କରି ଆଣିଥିଲେ ।ସାପଗୁଡିକ ଚଟାଣରେ ଚାରିଆଡେ ବୁଲିବାକୁ ଲାଗିଥିଲେ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।
ବିମାନ ବନ୍ଦରରେ କଷ୍ଟମ ବିଭାଗ ଦ୍ୱାରା ଶୁକ୍ରବାର ଦିନ ଫ୍ଲାଇଟ ନଂ ୧୧୩ କ୍ୱାଲାଲମ୍ପୁରରୁ ଆସିଥିବା ଜଣେ ମହିଳାଙ୍କୁ କଷ୍ଟମ ବିଭାଗ ଅଧିକାରୀ ଅଟକାଇଥିଲେ । ତାଙ୍କ ଜିନିଷ ଯାଞ୍ଚ କରିବା ସମୟରେ ତାଙ୍କ ବ୍ୟାଗରୁ ୨୨ଟି ସାପ ଏବଂ ଏକ ଏଣ୍ଡୁଅ ମିଳିଥିଲା । ସୀମା ଶୁଳ୍କ ଅଧିନିୟମ ୧୯୬୨ ଅନୁସାରେ ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମ ଅନୁଯାୟୀ ଏଗୁଡିକୁ ଜବତ କରାଯିବା ପରେ ମହିଳାଙ୍କୁ ଗିରଫ କରାଯାଇଥିଲା ।
ଏୟାରପୋର୍ଟରେ ମହିଳା ଖୋଳିଦେଲେ ବ୍ୟାଗ୍, ବାହାରିଲା ୨୨ଟି ସାପ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







