The Ultimate Managed Hosting Platform
ADVERTISEMENT

ବ୍ରିଟେନରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର

Facebook
Twitter
LinkedIn

ନୂଆଦିଲ୍ଲୀ : ବ୍ରିଟେନରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର । ଏଥିପାଇଁ ୟୁକେ ଚାରିଟି ପକ୍ଷରୁ ପାଣ୍ଠି ସଂଗ୍ରହ କରାଯାଉଛି । ଏହି ନିକଟରେ ଚାରିଟିକୁ ମିଳିଛି ୨୫୦ କୋଟି ଟଙ୍କାର ଦାନ । ଭାରତ ବାହାରେ ପ୍ରଥମ ଥର ପାଇଁ ମନ୍ଦିର ନିର୍ମାଣ ସକାଶେ ଏତେ ବଡ଼ ରକମର ଦାନ କରାଯାଇଛି । ଓଡ଼ିଆ ଉଦ୍ୟେଗୀ ବିଶ୍ୱନାଥ ପଟ୍ଟନାୟକ ଏହିଦାନ କରିଛନ୍ତି । ସେ ଏବେ ଫିନନେଷ୍ଟ ଗ୍ରୁପ ଅଫ୍ କମ୍ପାନୀର ଚେୟାରମେନ ରହିଛନ୍ତି । ଏହାସହ ଏହି କମ୍ପାନୀର ଏମଡି ଅରୁନ କର ମଧ୍ୟ ଏହି ମନ୍ଦିର ନିର୍ମାଣ ପାଇଁ ଦାନ କରିଛନ୍ତି । ୟୁକେ ଶ୍ରୀ ଜଗନ୍ନାଥ ସୋସାଇଟି ପକ୍ଷରୁ ଅକ୍ଷୟ ତୃତୀୟା ଦିନ ହୋଇଥିବା ଜଗନ୍ନାଥ କନଭେନସନରେ ଏହି ଘୋଷଣା ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login