The Ultimate Managed Hosting Platform
ADVERTISEMENT

ବିଜେବି କଲେଜ ଛାତ୍ରଙ୍କୁ ଛୁରାମାଡ

Facebook
Twitter
LinkedIn

ଭୁବନେଶ୍ୱର : ଅଶାନ୍ତ ହେଉଛି କ୍ୟାପିଟାଲ କ୍ୟାମ୍ପସ । ବିଜେବି କଲେଜ ଛାତ୍ରଙ୍କୁ ଛୁରାମାଡ । କ୍ରିକେଟ ଖେଳକୁ ନେଇ ବିଜେବି କଲେଜ ଛାତ୍ରଙ୍କୁ ଛୁରାମାଡ । ଛୁରାମାଡରେ ବିଜେବି କଲେଜର ୩ ଛାତ୍ର ଆହତ । ଆହତ ଛାତ୍ର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କଲେଜ ପଡିଆରେ ଖେଳିବାକୁ ନେଇ ଛାତ୍ର -ଅଣଛାତ୍ର ଗଣ୍ଡଗୋଳ ।

ଦୁର୍ଘଟଣାରେ ବାପ-ପୁଅ ମୃତ, ଭଣଜା ଗୁରୁତର
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login