ଧର୍ମଗଡ : ସ୍ତ୍ରୀର ଚରିତ୍ରକୁ ସନେ୍ଦହ କରିଥିଲା ସ୍ୱାମୀ । ଆଉ ନିଜେ ପୋଛି ଦେଇଥିଲା ନିଜ ସ୍ତ୍ରୀ ମଥାର ସିନ୍ଦୁର । ଟାଙ୍ଗିଆରେ ହାଣି କରିଥିଲା ହତ୍ୟା । ଆଉ ସେହି ହତ୍ୟା ମାମଲାର ଶୁଣାଣି କରି ସ୍ୱାମୀ ମିଳିଛି ସଜା । ପତ୍ନୀ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ ଦଣ୍ଡାଦେଶ । ଦୋଷୀ ଅଗସ୍ତି ମାଝୀକୁ ଆଦୀବନ ଦଣ୍ଡାଦେଶ ଦେଲେ ଏଡିଜେ । ସୂଚନା ଅନୁଯାୟୀ ୨୦୧୯ ଜୟପାଟଣା ଥାନା କୁହୁରିଗୁମ୍ମାରେ ଘଟିଥିଲା ହତ୍ୟାକାଣ୍ଡ । ସ୍ତ୍ରୀ ଚରିତ୍ରକୁ ସନେ୍ଦହ କରି ଟାଙ୍ଗିଆରେ ହାଣଇ ହତ୍ୟା କରିଥିଲା ସ୍ୱାମୀ ।
Views: 110











