ବରଗଡ : ବନ୍ଦ ଘରୁ ୩ ଜଣଙ୍କ ମୃତ ଦେହ ଉଦ୍ଧାର । ବନ୍ଦ ଘରେ ରକ୍ତାକ୍ତ ଅବସ୍ଥାରେ ପଡିଛି ୩ଟି ମୃତଦେହ । ହତ୍ୟା ନେଇ ସନେ୍ଦହ କରାଯାଉଛି । ଭେଡେନ ଥାନା ଅନ୍ତର୍ଗତ ଆଖିଫୁଟା ଗାଁରେ ଚାଞ୍ଚଲ୍ୟ । ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ସୂଚନା । ମୃତକ ଭେଡେନ ଗାଁର ଟଙ୍କଧର ସାହୁ ଓ ତାଙ୍କ ଦୁଇ ସ୍ତ୍ରୀ ।
Views: 68