The Ultimate Managed Hosting Platform
ADVERTISEMENT

ମହାନଦୀ ଟ୍ରିବ୍ୟୁନାଲ ବିବାଦ ସମାଧାନ କରିବା କେନ୍ଦ୍ରର ଦାୟିତ୍ୱ

Facebook
Twitter
LinkedIn

ଭୁବନେଶ୍ୱର : ମହାନଦୀ ଟ୍ରିବ୍ୟୁନାଲ ଟିମର ଓଡିଶା ଗସ୍ତ ଓ ଅନୁଧ୍ୟାନ ପ୍ରସଙ୍ଗ । ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା । କହିଲେ ଦୁଇ ରାଜ୍ୟ ମଧ୍ୟରେ ମହାନଦୀକୁ ନେଇ ବିବାଦ ଅଛି । କେନ୍ଦ୍ରର ଦାୟିତ୍ୱ ସମାଧାନ କରିବା ବୋଲି କହିଛନ୍ତି ପ୍ରଦୀପ ଅମାତ । ଛତିଶଗଡ ଶତାଧିକ ଚେକ ଡ୍ୟାମ ନିର୍ମାଣ କରିଛି । ଏହାଫଳରେ ରାଜ୍ୟର ସ୍ଥିତି ଖରାପ ହୋଇଛି । ରାଜ୍ୟ ସରକାର ଟ୍ରିବ୍ୟୁନାଲର ଆଶ୍ରୟ ନେଇଛନ୍ତି । ଟ୍ରିବ୍ୟୁନାଲ ଟିମକୁ ଆମେ ସମସ୍ୟା ସମ୍ପର୍କରେ ଜଣାଇବୁ । ଓଡିଶାବାସୀ ନ୍ୟାୟ ପାଇଁ ଲଢେଇ ଜାରି ରଖିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login