The Ultimate Managed Hosting Platform
ADVERTISEMENT

ବେଦାନ୍ତ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ-ଶରତ ପଟ୍ଟନାୟକ

Facebook
Twitter
LinkedIn

ଭୁବନେଶ୍ୱର : ବେଦାନ୍ତ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ । ବେଦାନ୍ତକୁ ସରକାର ଏତେ ସହାନୁଭୂତି କାହିଁକି ଦେଖାଉଥିଲେ ଜଣାପଡୁନି । ଧନୀଙ୍କ ପାଇଁ ଚାଷୀଙ୍କ ଉପରେ ଅତ୍ୟାଚାର କରିଛନ୍ତି ରାଜ୍ୟ ସରକାର । ଭଗବାନ ସହିଲେ ନାହିଁ , ତେଣଉ ଏତେ ହୀନସ୍ତା ହେଲେ ସରକାର । ସୁପ୍ରିମକୋର୍ଟଙ୍କ ରାୟ ପରେ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ । ମୁଖ୍ୟମନ୍ତ୍ରୀ ଇସ୍ତଫା ନ ଦେଲେ ବିରୋଧ ପ୍ରଦର୍ଶନ କରିବ କଂଗ୍ରେସ । ୧୫ ରୁ ୨୦ ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିରୋଧ କରିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

Login