The Ultimate Managed Hosting Platform
ADVERTISEMENT

ଆଇନ ଶୃଙ୍ଖଳା ଭୁଶୁଡି ପଡିଛି –ବୈଜୟନ୍ତ

Facebook
Twitter
LinkedIn

ଭୁବନେଶ୍ୱର : ସମ୍ବଲପୁର ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ବୈଜୟନ୍ତ ପଣ୍ଡାଙ୍କ ଟାର୍ଗେଟ । ଓଡିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୁର୍ଣ୍ଣ ଭଶୁଡି ପଡିଛି ବୋଲି କହିଲେ । ଟୁଇଟ ଯୋଗେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ମନ୍ତବ୍ୟ । ସ୍ଥିତି ଏମିତି ହୋଇଛି ଯେ ପୋଲିସ ନିଜକୁ ସୁରକ୍ଷା ଦେବାକୁ ଅସମର୍ଥ । ଶୋଭାଯାତ୍ରାରେ ପଥର ମାଡରେ ପୋଲିସ ଶ୍ରଦ୍ଧାଳୁ ଆହତ ହେବା ବ୍ୟଥିତ କରିଛି । ଏହା ଉପରେ ଶାନ୍ତି ପ୍ରିୟ ନାଗରିକ ଚିନ୍ତା ପ୍ରକଟ କରିବା ଦରକାର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହ ସୁଖଦୁଃଖ ହୋଇଛନ୍ତି...

ADVERTISEMENT

Login