The Ultimate Managed Hosting Platform
ADVERTISEMENT

ଏ ବର୍ଷ ପାୱାର କଟ ହେବନି –ଶକ୍ତିମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : ଏ ବର୍ଷ ପାୱାର କଟ୍ ହେବନି କହିଲେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ । ମୁଁ ପ୍ରତିଶ୍ରୁତି ଦେଉଛି , ଏ ବର୍ଷ ପାୱାର କଟ୍ ହେବନି । ଗ୍ରାମାଞ୍ଚଳରେ ବି ବିଜୁଳି କାଟ୍ ହେଉନି , ଯାନ୍ତ୍ରିକ ତ୍ରୁଟି ପାଇଁ ଯଦି ଯାଉଥିବ । ଆମ ପାଖରେ ପର୍ଯ୍ୟାପ୍ତ ବିଜୁଳି ଅଛି କହିଲେ ଶକ୍ତିମନ୍ତ୍ରୀ । ଲୋକଙ୍କ ଡିମାଣ୍ଡ ଅନୁଯାୟୀ ବିଦ୍ୟୁତ ଯୋଗାଇ ଦିଆଯାଉଛି ।

ତାତିରେ ସିଝିବ ଓଡିଶା

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login