The Ultimate Managed Hosting Platform
ADVERTISEMENT

ବର୍ଷକରେ ପ୍ରଭାତଙ୍କ ବିଚାର ଶେଷକର –ହାଇକୋର୍ଟ

Facebook
Twitter
LinkedIn

କଟକ : ସି-ସୋର ସହ ପ୍ରଭାତ ବିଶ୍ୱାଳଙ୍କ ଆର୍ଥିକ କାରବାର ଅଭିଯୋଗ ମାମଲା । ବର୍ଷକରେ ମାମଲାର ବିଚାର ସାରିବାକୁ ନିଦେ୍ର୍ଦଶ ଦେଲେ ହାଇକୋର୍ଟ । ୨ ମାସ ମଧ୍ୟରେ ଚାର୍ଜଫ୍ରେମ କରି ବର୍ଷକରେ ବିଚାର ଶେଷ କରିବାକୁ ନିଦେ୍ର୍ଦଶ । ମାମଲାର ଶୁଣାଣି କରି ସିବିଆଇ କୋର୍ଟକୁ ନିଦେ୍ର୍ଦଶ ଦେଲେ ହାଇକୋର୍ଟ । ଚାର୍ଜସିଟରୁ ନାଁ ବାଦ ଓ ଏତଲା ରଦ୍ଦ ପାଇଁ ହାଇକୋର୍ଟ ଆସିଥିଲେ ପ୍ରଭାତ । ହାଇକୋର୍ଟ ନିଦେ୍ର୍ଦଶ ନେଇ ସିବିଆଇ ଓକିଲ ସାର୍ଥକ ନାୟକଙ୍କ ସୂଚନା । ମାମଲାରେ ପୂର୍ବତନ ବିଧାୟକ ପ୍ରଭାତ ଙ୍କୁ ଗିରଫ କରିଥିଲା ସିବିଆଇ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login