The Ultimate Managed Hosting Platform
ADVERTISEMENT

ନେତାଙ୍କୁ ବ୍ଲକ ଦାୟିତ୍ୱ

Facebook
Twitter
LinkedIn

ଭୁବନେଶ୍ୱର : ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡିର ସମରସଜ୍ଜା । ନେତାଙ୍କୁ ୪ଟି ବ୍ଲକ ଓ ଗୋଟିଏ ମ୍ୟୁନିସପାଲଟିର ଦାୟିତ୍ୱ ବଣ୍ଟନ । ୧୨ ନେତାଙ୍କୁ ଦାୟିତ୍ୱ ବଣ୍ଟନ କଲା ବିଜେଡି । ୧୨ ନେତାଙ୍କ ଭିତରେ ଅଛନ୍ତି ୫ ଜଣ ମନ୍ତ୍ରୀ । କରିମିରା ବ୍ଲକ ପାଇଁ ମନ୍ତ୍ରୀ ଅତନୁ ସବ୍ୟସାଚୀ ଓ ମନ୍ତ୍ରୀ ଟୁକୁନି ସାହୁ , କୋଲାବିରା ବ୍ଲକ ପାଇଁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ସରୋଜ ମେହେର , ଝାରସୁଗୁଡା ବ୍ଲକ ପାଇଁ ପଦ୍ମନାଭ ବେହେରା ଓ ଅରୁଣ ସାହୁ , ଲଇକିରା ବ୍ଲକ ପାଇଁ ମନ୍ତ୍ରୀ ପତାପ ଦେବ ଓ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଦାୟିତ୍ୱ ବଣ୍ଟନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login