ବଲାଙ୍ଗୀର : ବଲାଙ୍ଗୀର ନକଲି ସାର୍ଟିଫିକେଟ ମାମଲାରେ କ୍ରାଇଣବ୍ରାଞ୍ଚର ତନାଘନା । କ୍ରାଇମବ୍ରାଞ୍ଚ ଡିଏସପି ଦେବବ୍ରତ ଚକ୍ରଙ୍କ ଗଣମାଧ୍ୟମକୁ ପ୍ରତିକ୍ରିୟା । ରିମାଣ୍ଡରୁ ବହୁତ ତଥ୍ୟ ମିଳିଛି କହିଲେ କ୍ରାଇମବ୍ରାଞ୍ଚ ଡିଏସପି ।
ଗୋଟିଏ ସପ୍ତାହ ହେବ ବଲାଙ୍ଗିରରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଗତକାଲି ଦୁଇ ପର୍ୟ୍ୟାୟରେ ବଲାଙ୍ଗିର ଟାଉନ ଥାନାରେ ଜାଲ ସାର୍ଟିଫିକେଟର ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ସ୍ତ୍ରୀ ପୂଜା ମିଶ୍ର ଓ ଅନ୍ୟତମ ଅଭିଯୁକ୍ତ ଆଲୋକ ଉଦ୍ଗାଥାଙ୍କ ସ୍ତ୍ରୀ ସୋନିଆ ଉଦ୍ଗାଥାଙ୍କୁ ପଚରାଉଚୁରା କରିଥିଲେ କ୍ରାଇମବ୍ରାଞ୍ଚର ମହିଳା ଅଧିକାରୀ । ଉଭୟଙ୍କୁ ଅର୍ଥନୈତିକ କାରବାର ବିଷୟରେ ପଚାରିଥିବା ଜଣାପଡିଛି । ଏହି ଘଟଣାରେ ଅନେକ ନୂଆଁ ନୂଆଁ ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ । ଏବେ ତଦନ୍ତ ଜାରି ରହିଥିବାରୁ ଅଧିକ ତଥ୍ୟ ଦେବାକୁ ମନା କରିଛନ୍ତି । ଜାଲ ସାର୍ଟିଫିକେଟ ଘଟଣାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର , ଆଲୋକ ଉଦ୍ଗାତ , ତ୍ରିବିହାରି ପଣ୍ଡା ଓ ପରେସ ବୁଡେକକୁ ରିମାଣ୍ଡ ରେ ଆଣି ନକଲି ସାର୍ଟିଫିକେଟର ଅସଲି ତଥ୍ୟ ଖୋଜିଛି କ୍ରାଇମବ୍ରାଞ୍ଚ ଟିମ ।
ନକଲି ସାର୍ଟିଫିକେଟ ମାମଲା ; ରିମାଣ୍ଡରେ ବହୁତ ତଥ୍ୟ ମିଳିଛି
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







