The Ultimate Managed Hosting Platform
ADVERTISEMENT

କୀଟନାଶକ ପିଇ ୪ ଶିଶୁ ଗୁରୁତର

Facebook
Twitter
LinkedIn

ଭଦ୍ରକ : ଖେଳୁତିବା ବେଳେ କୀଟନାଶକ ପିଇ ୪ ଶିଶୁ ଗୁରୁତର । ତିହିଡି ବ୍ଲକ ଝିଙ୍କିରିଆ ଗାଁ ବିଲରେ ଖେଳୁଥିବା ବେଳେ ଅଘଟଣ । ୪ ଗୁରୁତରଙ୍କ ମଧ୍ୟରେ ଭାଇ-ଭଉଣୀ ଥିବା ସୂଚନା । ଆଉ ୨ ଶିଶୁ ଅନ୍ୟ ପରିବାରର ଦେଢ ବର୍ଷର ପୁଅ , ୩ ବର୍ଷର ଝିଅ । ଗୁରୁତର ଅବସ୍ଥାରେ ୪ ଜଣଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ।

ଡିଜେ ସାଉଣ୍ଡରୁ ଗଲା ଜୀବନ
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login