ଭୁବନେଶ୍ୱର : ଜିଏସଟି ଅଧିକାରୀ ଚିତ୍ତରଂଜନ ମହାନ୍ତିଙ୍କ ପୁଳାପୁଳା ସମ୍ପତ୍ତି ଠାବ । ୨ଟି ଲକରରୁ ୧.୦୬୦ କେଜି ସୁନା ଗହଣା ସହ ୧୯ଟି ସୁନା ବିସ୍କୁଟ ଠାବ । ପୂର୍ବରୁ ମିଳିଥିବା ସୁନାଗହଣା ମିଶାଇ ମୋଟ ୬୪ ଲକ୍ଷର ସୁନା ଗହଣା ଠାବ । ବ୍ୟାଙ୍କ ଅଫ ମହାରାଷ୍ଟ୍ର ଆକାଉଣ୍ଟରୁ ୫.୪ ଲକ୍ଷ ଟଙ୍କା ଠାବ । ମୋଟ ୬.୫୯ ଲକ୍ଷ ନଗଦ ଟଙ୍କା ଠାବ କଲା ଭିଜିଲାନ୍ସ । ଗତ ୩୧ ତାରିଖରେ ୮୦ ହଜାର ଲାଞ୍ଚ ନେଇ ଧରାପଡିଥିଲେ ଚିତ୍ତରଂଜନ ।
Views: 66