ଭୁବନେଶ୍ୱର : ୨ଟି ପର୍ଯ୍ୟାୟରେ ହେବ ଯୁକ୍ତ ଦୁଇ ଖାତା ଦେଖା । ଏପ୍ରିଲ ୧୦ ରୁ ୨୨ ପ୍ରଥମ ପର୍ଯ୍ୟାୟ , ୨୩ରୁ ମେ ୭ ଦ୍ୱିତୀୟ ପର୍ଯ୍ୟାୟ । ଉଭୟ ଅନଲାଇନ ଓ ଅଫଲାଇନ ଜରିଆରେ ହେବ ମୂଲ୍ୟାୟନ । ଖାତା ଦେଖା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ।
ଆତ୍ମହତ୍ୟା କଲେ ସୁନ୍ଦରଗଡ ଯୁବ ବିଜେଡି ସଭାପତି
Views: 67