ନୂଆଦିଲ୍ଲୀ : ଗିରଫ ହେଲେ ଡୋନାଲ୍ଡ ଟ୍ରମ୍ପ । ଆଉ ଘଣ୍ଟାଏ ପରେ ଜାମିନ ପାଇଲେ । ପର୍ଣ୍ଣ ଷ୍ଟାର ଷ୍ଟର୍ମୀ ଡାନିଏଲସଙ୍କ ଶାରୀରିକ ସମ୍ପର୍କ ରଖିବା ଓ ଲାଞ୍ଚ ଟଙ୍କା ଦେଇ ମୁହଁ ବନ୍ଦ କରିବା ମାମଲାରେ ଗତକାଲି ଗିରଫ ହୋଇଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି । ଏହାପରେ ନ୍ୟୁୟର୍କର ମେନହେଟନ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା । ଗିରଫ ପରେ କୋର୍ଟର ଏକ ପ୍ରକୋଷ୍ଠକୁ ନେଇ ପୋଲସି ତାଙ୍କର ଫିଙ୍ଗର ପ୍ରିଣ୍ଟ ଓ ଫଟୋ ସଂଗ୍ରହ କରିଥିଲା । ଯାହାକି ପୋଲିସ ରେକର୍ଡରେ ବ୍ୟବହାର କରାଯିବ ।ଟ୍ରମ୍ପଙ୍କ ବିରୋଧରେ ଆସିଥିବା ୩୪ଟି ଅଭିଯୋଗ ସମ୍ପର୍କରେ ପଢ଼ି ଶୁଣାଇଥିଲେ ବିଚାରପତି । ସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ ଟ୍ରମ୍ପ । ଅର୍ଥାତ ସେ ଦୋଷ ସ୍ୱୀକାର କରି ନଥିଲେ । କୋର୍ଟରେ ପ୍ରାୟ ୫୭ ମିନିଟ ଧରି ଶୁଣାଣି ପ୍ରକ୍ରିୟା ଚାଲିଥିଲା । ଏହାପରେ ବେଲ୍ ପାଇଥିଲେ ଡୋନାଲ୍ଟ ଟ୍ରମ୍ପ । ବିଚାରପତି ଟ୍ରମ୍ପଙ୍କୁ ବ୍ୟକିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଥିଲେ । ଜାମିନରେ ଯିବା ପରେ ଟ୍ରମ୍ପ କହିଛନ୍ତି, ସେ କେବେ ଭାବି ନଥିଲେ ଆମେରିକାରେ ଏମିତି ଘଟଣା ଘଟିବ । ମୁଁ କେବଳ ଗୋଟିଏ ଅପରାଧ କରିଛି । ତାହା ହେଲା ନିର୍ଭୟର ସହ ନିଜ ଦେଶକୁ ବିନାଶ କରିବାକୁ ଚାହୁଁଥିବା ଲୋକଙ୍କଠାରୁ ରକ୍ଷା କରିବା । ଅପରାଧିକ ମାମଲା ସାମନା କରିଥିବା ଆମେରିକାର ସେ ହୋଇଛନ୍ତି ପ୍ରଥମ ପୂର୍ବତନ ରାଷ୍ଟ୍ରପତି ।
ଗିରଫର ଘଣ୍ଟାଏ ପରେ ଟ୍ରମ୍ପଙ୍କୁ ମିଳିଲା ଜାମିନ୍
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







