The Ultimate Managed Hosting Platform
ADVERTISEMENT

ଧଉଳି ଥାନା ଅଞ୍ଚଳରେ ଲୁଟ

Facebook
Twitter
LinkedIn

ଭୁବନେଶ୍ୱର : କଳାକନା ବୁଲାଇଲେ ଲୁଟେରା । ଭୁବନେଶ୍ୱର ଧଉଳି ଥାନା ଅଞ୍ଚଳରେ ଲୁଟ । ନୂଆଗାଁ ଅଞ୍ଚଳରେ ଘର ମାଲିକ ଶୋଇଥିବା ବେଳେ ଲୁଟ । ୮ ଭରିର ସୁନା ସହ ନଗଦ ୧ ଲକ୍ଷ ଟଙ୍କା ଲୁଟ । ନୂଆଗାଁ ଲେନ -୨ ର ବିଜୟ ବିହାରରେ ଚୋରି । ସିସିଟିଭି ଫୁଟେଜ ଆଧାରରେ ଧଉଳି ଥାନା ପୁଲିସର ତଦନ୍ତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login