ଭୁବନେଶ୍ୱର : ରାଜ୍ୟରେ ଦିନକରେ ୬୮ କରୋନା ସଂକ୍ରମିତ ଚିହ୍ନଟ । ତେବେ ଏହାକୁ ମିଶାଇ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୨କୁ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ୨୧ ଜଣ ସୁସ୍ଥ ହୋଇଥିବା ସୂଚନା । ୨୪ ଘଣ୍ଟାରେ ୨୧ ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି ।
ସେପଟେ ଦେଶରେ ବଢୁଛି କରୋନା ସଂକ୍ରମଣ । ଦେଶରେ ଦୈନିକ କରୋନା ସଂକ୍ରମଣ ୪ ହଜାର ଟପିଲା । ଦେଶରେ ଦିନକରେ ୪ ହଜାର ୪୩୫ କରୋନା ପଜିଟିଭ ଚିହ୍ନଟ । କରୋନାରେ ଏବେ ସୁଦ୍ଧା ୨୩ ହଜାର ୯୧ ଚିକିତ୍ସାଧୀନ । ଗତ ୨୪ ଘଣ୍ଟାରେ କରୋନାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି ।
Views: 72